ବେଆଇନ ପାର୍କିଂ ଚଢ଼ଉ ଜୋରଦାର : ୪୦ ଗାଡ଼ି ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର : ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି। ପୂର୍ବରୁ କୋଭିଡ୍‌ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ୍‌ କଟକଣା କୋହଳ ହୋଇଛି। ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି। କିଛି ଦିନ ସଚେତନ କରିବା ପରେ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍‌କୋ ଛକ ପାଖ ଫଳ ବଜାରରୁ ୨୦ … Continue reading ବେଆଇନ ପାର୍କିଂ ଚଢ଼ଉ ଜୋରଦାର : ୪୦ ଗାଡ଼ି ଉଠାଇ ଆଣିଲା ପୁଲିସ